୧ . ପଞ୍ଚରା ଏକ ଷାଣ୍ମାସିକ ଲୋକସାହିତ୍ୟଧର୍ମୀ ଗବେଷଣାମୂଳକ ପତ୍ରିକା ।
୨ . ଏଥିରେ କେବଳ ଲୋକସାହିତ୍ୟ ଓ ଲୋକ ସଂସ୍କୃତି ସମ୍ପର୍କିତ ମୌଳିକ ଗବେଷଣାମୂଳକ ଆଲେଖ୍ୟ ପ୍ରକାଶ ପାଇବ।
୩ . ଏତଦ ବ୍ୟତୀତ ଲୋକସାହିତ୍ୟ ଓ ଲୋକ ସଂସ୍କୃତି ସହ ଜଡ଼ିତ ଗବେଷକ ତଥା ସମାଲୋଚକଙ୍କ ସାକ୍ଷାତକାର ଏବଂ ବିଷୟ ସଂଶ୍ଳିଷ୍ଟ ପୁସ୍ତକର ସମୀକ୍ଷା ସ୍ଥାନ ପାଇବ ।
୪ . ଅନ୍ୟତ୍ର ପ୍ରକାଶିତ ଲେଖା ଗ୍ରହଣୀୟ ହେବନାହିଁ ।
୫ . ଲେଖା ପ୍ରକାଶନ ପାଇଁ ପଞ୍ଚରା କୌଣସି ଦେୟ ଗ୍ରହଣ କରେନାହିଁ ।
୬ . ପତ୍ରିକାଟି ଷାଣ୍ମାସିକ ହୋଇଥିବାରୁ ଆପଣ ଲେଖା ପ୍ରେରଣ କଲାପରେ ସର୍ବନିମ୍ନ ଦୁଇଟି ସଂଖ୍ୟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
୧ . ଲେଖାଟି ମାଇକ୍ରୋସଫ୍ଟ ୱାର୍ଡ ମାଧ୍ୟମରେ କଳିଙ୍ଗ ଫଣ୍ଟରେ ପ୍ରସ୍ତୁତ ହୋଇଥିବା ବିଧେୟ ।
୨. ଲେଖା ସହ ଲେଖାର ସାରାଂଶ ( Abstract ) ୭ - ୮ ଧାଡ଼ି ଭିତରେ ଓ ଲେଖା ସହ ଜଡ଼ିତ ୫-୭ଟି ମୂଳଶବ୍ଦ ଲେଖକ ପ୍ରଦାନ
କରିବେ ।
୩ . ସମ୍ପୂର୍ଣ୍ଣ ଲେଖାର କଳେବର ୫-୭ ପୃଷ୍ଠା ମଧ୍ୟରେ ସୀମିତ ହେବା ଉଚିତ ।
୪. ଲେଖା ପ୍ରସ୍ତୁତି ସମୟରେ ବ୍ୟବହୃତ ସହାୟିକା ( ରେଫରେନ୍ସ) MLA କିମ୍ବା APA ଶୈଳୀରେ ପ୍ରସ୍ତୁତ ହୋଇଥିବା ବିଧେୟ ।
୫ . ଉପରୋକ୍ତ ମାର୍ଗଦର୍ଶିକା ଆଧାରରେ ପ୍ରସ୍ତୁତ ଲେଖାକୁ ପ୍ରେରଣ କରିବା ସହ ପତ୍ରିକା ପକ୍ଷରୁ ପ୍ରସ୍ତୁତ ସ୍ୱୀକାରୋକ୍ତି ପତ୍ର
ପୂରଣ କରି ତାହାର ସ୍କାନ କପି ଆମକୁ ପଠାନ୍ତୁ ।